ଅନ୍ତର୍ଜାତୀୟ

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୧୭ ଶ୍ରଦ୍ଧାଳୁ। ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭାରତୀ ପଡୋଶୀ ଦେଶ ପାକିସ୍ତାନରେ ଇଦ୍‌ ଅବସରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ପାକିସ୍ତାନର ସିନ୍ଧ ଓ ବଲୁଚିସ୍ତାନ ଅଞ୍ଚଳର ସୀମାବର୍ତ୍ତୀ ସହର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com