ମନୋରଞ୍ଜନ

କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରନ୍-୮କୁ ନେଇ ଏବେ ସବୁଆଡେ ଚର୍ଚ୍ଚା

ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରନ୍-୮କୁ ନେଇ ଏବେ ସବୁଆଡେ ଚର୍ଚ୍ଚା।

ଚଳିତ ସିଜିନରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିବାଦ ମଧ୍ୟ ହୋଇଛି। ଏବେ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଏଭଳି କହିଦେଇଛନ୍ତି, ଯାହାକୁ ଦେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Related Articles

Back to top button