ଜାତୀୟ

ହିଟ ଆଣ୍ଡ ରନ୍ ମାମଲାରେ ଅନେକ ରାଜ୍ୟରେ ଟ୍ୟାଙ୍କର ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି

ହିଟ ଆଣ୍ଡ ରନ୍ ମାମଲାରେ ଅନେକ ରାଜ୍ୟରେ ଟ୍ୟାଙ୍କର ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ବହୁ ମାତ୍ରାରେ ଭିଡ଼ ଦେଖିବାକୁ ମିଳୁଛି।

ଏହାକୁ ଦୃଷ୍ଟିରେ ରଖି ଚଣ୍ଡୀଗଡ଼ ସରକାର ବିଭିନ୍ନ ଗାଡ଼ି ପାଇଁ କଟକଣା ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ବାଇକ ଦୁଇ ଲିଟର କିମ୍ବା ୨୦୦ ଟଙ୍କା ରହିଥିଲା ବେଳେ ଚାରିଚକିଆ ଗାଡି ପାଇଁ ୫ ଲିଟର କିମ୍ବା ୫୦୦ ଟଙ୍କା ସର୍ବାଧିକ ସୀମା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com