ଅନ୍ୟାନ୍ୟ

ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ଚଳିତ ମାସ ଶେଷ ସୁଦ୍ଧା ୧୦୬୫ଅଧ୍ୟାପକ ନିଯୁକ୍ତି ପାଇବେ

ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ଚଳିତ ମାସ ଶେଷ ସୁଦ୍ଧା ୧୦୬୫ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟ କର୍ମଚାରୀ ପ୍ରବରଣ ମଣ୍ଡଳୀ ପକ୍ଷରୁ ସେମାନଙ୍କ ସାକ୍ଷାତକାର ଓ ସାର୍ଟିଫିକେଟ୍‌‌ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ଅନୂରୁପ ଭାବେ ସରକାରୀ ମହାବିଦ୍ୟାଳୟରେ ୧୫୦ସହକାରୀ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ଆସନ୍ତା ୧୦ତାରିଖରେ କାଉଁସେଲିଂ ପ୍ରକ୍ରିୟା କରାଯିବ। ପରେ ସେମାନେ ବିଭିନ୍ନ ମହାବିଦ୍ୟାଳୟରେ ନିଯୁକ୍ତି ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com