Breaking NewsFeaturedଅନ୍ୟାନ୍ୟରାଜନୀତି

ଭାଇବ୍ରାଣ୍ଟ୍ ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁକେଶ ଅମ୍ବାନୀଙ୍କ ଭୁରୀଭୁରୀ ପ୍ରଂଶସା

ଶ୍ଵରେ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ମୋଦି। ଆମ ସମୟର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ଭୁରୀଭୁରୀ ପ୍ରଶଂସା କରିଛନ୍ତି ଚର୍ଚ୍ଚିତ ଶିଳ୍ପପତି ମୁକେଶ ଅମ୍ବାନୀ। ଦଶମ ଭାଇବ୍ରାଣ୍ଟ ଗୁଜରାଟ- ଗ୍ଲୋବାଲ୍ ସମ୍ମିଳନୀ ୨୦୨୪ ଆଜି ଅର୍ଥାତ୍ ୧୦ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହାର ଉଦଘାଟନୀ ଦିବସର ପ୍ରଥମ ପର୍ଯ୍ୟାୟରେ ବକ୍ତବ୍ୟ ରଖି ମୁକେଶ କହିଛନ୍ତି ଏମିତି। ପକାନ୍ତୁ ନଜର…

ଯେତେବେଳେ ବିଦେଶୀମାନେ ଏକ ନୂତନ ଭାରତ ବିଷୟରେ ଭାବନ୍ତି, ସେତେବେଳେ ସେମାନେ ଏକ ନୂତନ # ଗୁଜରାଟ ବିଷୟରେ ଭାବନ୍ତି। ତେବେ ଜାଣନ୍ତି କି ଏଭଳି ବୈପ୍ଲବିକ ପରିବର୍ତ୍ତନ କିପରି ଘଟିଲା? କେବଳ ଜଣେ ବିଶିଷ୍ଟ ନେତାଙ୍କ କାରଣରୁ, ଯିଏ ଆମ ସମୟର ସର୍ବଶ୍ରେଷ୍ଠ ବିଶ୍ଵସ୍ତରୀୟ ନେତା ଭାବରେ ଉଭା ହୋଇଛନ୍ତି। ଭାରତ ଇତିହାସର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ହିଁ ସବୁ ବିକାଶ ପଛର ନାୟକ। ଏଭଳି କହି ଖୁବ୍ ପ୍ରଶଂସା କରିଛନ୍ତି ମୁକେଶ ଅମ୍ବାନି।

Related Articles

Back to top button
WP Twitter Auto Publish Powered By : XYZScripts.com