ଓଡ଼ିଶା

ଓଡ଼ିଶାରେ ଗୁଟ୍‌ଖା ନିଷିଦ୍ଧକୁ ୧୧ବର୍ଷ ପୂରିଛି

ଓଡ଼ିଶାରେ ଗୁଟ୍‌ଖା ନିଷିଦ୍ଧକୁ ୧୧ବର୍ଷ ପୂରିଛି। ୨୦୧୩ ମସିହା ଜାନୁଆରି ୧ ତାରିଖରେ ରାଜ୍ୟ ସରକାର ଗୁଟ୍‌ଖାର ଉତ୍ପାଦନ, ବିକ୍ରି ଉପରେ ରୋକ୍ ଲଗାଇଥିଲେ। ଗୁଟ୍‌ଖା ନିଷିଦ୍ଧର ଗୋଟିଏ ଦଶନ୍ଧି ପରେ ବି ରାଜ୍ୟରେ ଖୁଲମଖୁଲା ଗୁଟ୍‌ଖା ବିକ୍ରି ଚାଲିଛି।

ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦୋକାନରେ ମାଳ ମାଳ ଗୁଟ୍‌ଖା ପ୍ୟାକେଟ୍ ଝୁଲୁଛି। ଗୁଟ୍‌ଖା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଧରପଗଡ଼ କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com