ରାଜନୀତି

ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ

ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ। ଏନସିପି ଦୁଇ ଫାଳ। ଦୁଇ ଦଳର ବଡ଼ ଗୋଷ୍ଠୀ କ୍ଷମତାସୀନ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି। ତଥାପି ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚକମା ଦେବ ବିରୋଧୀ ମେଣ୍ଟ ଇଣ୍ଡିଆ।

କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଲୋକସଭାରେ ଏନଡିଏ ତୁଳନାରେ ଅଧିକ ଆସନ ଜିତିବେ। ଇଣ୍ଡିଆ ଟୁଡେ ପକ୍ଷରୁ ଜାରି ମୁଡ ଅଫ ନେଶନ ସର୍ଭେରେ ଏପରି ଆକଳନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com