ଜାତୀୟ
ନାବିକଙ୍କୁ ଉଦ୍ଧାର କରିବା ପାଇଁ ଜାହାଜ ଆଇଏନଏସ ପାଖରେ ପହଞ୍ଚିଛି ଭାରତୀୟ ନୌସେନା
![](https://i0.wp.com/odia.mobilenews24x7.com/wp-content/uploads/2024/01/41sMFwod.jpeg?resize=780%2C470&ssl=1)
୧୫ଜଣ ଭାରତୀୟ ନାବିକ ଥିବା ଲିବେରିଆରେ ପଞ୍ଜୀକୃତ ଏକ ବାଣିଜ୍ୟ ପୋତକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରି ନିଆଯାଇଥିଲା।
ଏବେ ନାବିକଙ୍କୁ ଉଦ୍ଧାର କରିବା ପାଇଁ ଜାହାଜ ଆଇଏନଏସ ପାଖରେ ପହଞ୍ଚିଛି ଭାରତୀୟ ନୌସେନା। ନାବିକଙ୍କୁ ଛାଡ଼ିବା ପାଇଁ ଅପହରଣକାରୀଙ୍କୁ ଚେତାବନୀ ଦେବା ସହ ତୁରନ୍ତ ଉଦ୍ଧାର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।