ଜାତୀୟ

ଲୋକପାଳ ଯୋଜନା ଅଧୀନରେ ଆସିଥିବା ଅଭିଯୋଗ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି।

ଲୋକପାଳ ଯୋଜନା ଅଧୀନରେ ଆସିଥିବା ଅଭିଯୋଗ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି।

ଏହି ରିପୋର୍ଟ ଅନୁଯାୟୀ, ଲୋକପାଲ ଯୋଜନା ଅଧୀନରେ ଆରବିଆଇରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ସଂଖ୍ୟା ୨୦୨୨-୨୩ ଆର୍ଥିକ ବର୍ଷରେ ୬୮ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇ ୭.୦୩ ଲକ୍ଷରେ ପହଞ୍ଚିଛି। ଏଥିରୁ ଜଣା ପଡୁଛି ଯେ ବ୍ୟାଙ୍କ କାର୍ଯ୍ୟରେ ଲୋକମାନେ ଖୁସି ନୁହଁନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com