ଓଡ଼ିଶା

ରାଜଧାନୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ପଦକ୍ଷେପ

ରାଜଧାନୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜିର ରହିଛି । ଏହି ପରିପ୍ରେକ୍ଷିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ୍ ପୋଷ୍ଟର ଓ ବ୍ୟାନରକୁ ନେଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମ୍ସି ।

ନୟପଲ୍ଲୀର କେତେକ କାନ୍ଥରେ ଜିଓ ଫାଇବର ପକ୍ଷରୁ ଲଗାଯାଇଥିବା ପୋଷ୍ଟର ପାଇଁ ୫୦ ହଜାର ଟଙ୍କା ଜୋରିମାନା କରିଛି ବିଏମ୍ସ ।

Related Articles

Back to top button
WP Twitter Auto Publish Powered By : XYZScripts.com