ରାଜନୀତି

ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ

କଂଗ୍ରେସରେ ଚାଲିଛି ଡିଲ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।ପରିବାରରୁ କାହାକୁ ଟିକେଟ ନମିଳିବା ତାଙ୍କୁ ଆଘାତ ଦେଇଛି ବୋଲି କହିଛନ୍ତି । କଂଗ୍ରେସ ଦଳକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଡିଲ୍ ର ଅଭିଯୋଗ ଆଣିଛନ୍ତି ଶିଶିର ଗମାଙ୍ଗ ।

Related Articles

Back to top button
WP Twitter Auto Publish Powered By : XYZScripts.com