ଜାତୀୟ

ଗୁଜରାଟରେ ୨୬ ଟି ଲୋକସଭା ଆସନ ଅଛି ଏବଂ ୨୦୧୪ ତଥା ୨୦୧୯ ନିର୍ବାଚନରେ ଭାଜପା ସମସ୍ତ ଆସନ ଜିତିଛି

ଗୁଜରାଟରେ ୨୬ ଟି ଲୋକସଭା ଆସନ ଅଛି ଏବଂ ୨୦୧୪ ତଥା ୨୦୧୯ ନିର୍ବାଚନରେ ଭାଜପା ସମସ୍ତ ଆସନ ଜିତିଛି।

ତୃତୀୟ ଥର ପାଇଁ ଗୁଜରାଟରେ କ୍ଲିନସ୍ବିପ୍‌ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୮ ତାରିଖ ରାତିରେ ଗାନ୍ଧିନଗରରେ ପହଞ୍ଚିବେ ଏବଂ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ ବୈଠକ କରିବେ ଯେଉଁଥିରେ ରାଜ୍ୟର ବରିଷ୍ଠ ଭାଜପା ନେତାମାନେ ମଧ୍ୟ ଯୋଗଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com