ମନୋରଞ୍ଜନ

‘ଆନିମଲ’ ପାଇଁ ୭୦କୋଟି

ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ୭୦କୋଟି ଟଙ୍କା ନେଇଥିବା ବେଳେ ଅଭିନେତା ଅନୀଲ କପୁର ନେଇଛନ୍ତି ମାତ୍ର ‌୨କୋଟି ଟଙ୍କା।

ଏହା ସହ ରଶ୍ମିକା ମନ୍ଦନା ଏହି ଫିଲ୍ମ ପାଇଁ ୨କୋଟି ଟଙ୍କା ନେଇଥିବା ବେଳେ ବବି ଦେଓଲ ୪-୫କୋଟି ଟଙ୍କା, ଶକ୍ତି କପୁର ୩୦ଲକ୍ଷ ଟଙ୍କା ଓ ତ୍ରୁପ୍ତି ୪୦ଲକ୍ଷ ଟଙ୍କା ନେଇଛନ୍ତି।ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com