Featuredଜାତୀୟରାଜନୀତି

ବିବିସିର ମୋଦୀଙ୍କ Documentary ନେଇ JNUରେ ଛାତ୍ରଙ୍କ ଉପରେ ପଥରମାଡ଼

ନୂଆଦିଲ୍ଲୀ: ଜେଏନୟୁରେ ବିବିସି ଡକ୍ୟୁମେଣ୍ଟାରୀ ଚାଲିବାକୁ ନେଇ ଭୟଙ୍କର ହଙ୍ଗାମା  । ସମସ୍ତ ଛାତ୍ରମାନଙ୍କୁ ବିବିସିର ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ଦିଆଯାଉ ବୋଲି ଛାତ୍ର ସଂଘ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ମାତ୍ର ଏହା ମଧ୍ୟରେ ପ୍ରଶାସନ କ୍ୟାମ୍ପସରେ ବିଜୁଳି କଟ୍ କରିଥିଲା । ମାତ୍ର ଏହା ମଧ୍ୟରେ ପ୍ରଶାସନ ପକ୍ଷରୁ କ୍ୟାମ୍ପସରେ ବିଜୁଳି କଟ୍ କରିଦିଆଯାଇଥିଲା ।

ତେଣୁ ସମସ୍ତ ଛାତ୍ର ହାତରେ ଲାଇଟ୍ ଧରି ବାହାରେ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ତେବେ ଡକ୍ୟୁମେଣ୍ଟାରୀ ଦେଖୁଥିବା ସମୟରେ କିଛି ଛାତ୍ରଙ୍କ ଉପରେ କେହି ପଥର ମାଡ଼ କରିଥିବା କୁହାଯାଉଛି ।

ତେବେ ଜେଏନୟୁ କ୍ୟାମ୍ପରେ ଛାତ୍ରଙ୍କ ବିଚାରଧାରାରେ ମତଭଦ ଦେଖିବାକୁ ମିଳିଛି । ଜେଏନୟୁର କିଛି ଛାତ୍ର ଗୋଷ୍ଠୀ ବିବିସିର ଡକ୍ୟୁମେଣ୍ଟାରୀକୁ ବିରୋଧ କରୁଛନ୍ତି ।  । ଡକ୍ୟୁମେଣ୍ଟାରୀକୁ ବ୍ୟାନ କରିବାକୁ ନେଇ ସେମାନେ ସ୍ୱାଗତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com