କ୍ରୀଡ଼ା

ଭାରତୀୟ ଅଲିମ୍ପିକ ସଂଘ(IOA) ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିକାରୀ ରଘୁରାମ ଅୟରଙ୍କୁ ମୁ୍‌ଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO) ଭାବେ ନିଯୁକ୍ତ କରିଛି

ଭାରତୀୟ ଅଲିମ୍ପିକ ସଂଘ(IOA) ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିକାରୀ ରଘୁରାମ ଅୟରଙ୍କୁ ମୁ୍‌ଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO) ଭାବେ ନିଯୁକ୍ତ କରିଛି ।

IOA କହିଛି ଯେ ନାମାଙ୍କନ ସମିତି ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟା ପରେ ଅୟରଙ୍କୁ ସିଇଓ ଭାବେ ନିଯୁକ୍ତ କରାଯାଇଛି । କ୍ରୀଡ଼ା ପରିଚାଳନା ଏବଂ ପ୍ରଶସନରେ ତାଙ୍କ ସମୃଦ୍ଧ ଅଭିଜ୍ଞତା ସହ ପ୍ରାମାଣିତ ଟ୍ରାକ୍ ରେକର୍ଡ଼ ତାଙ୍କୁ ଭାରତରେ ଅଲିମ୍ପିକ କ୍ରୀଡ଼ାର ପ୍ରଚାର ଏବଂ ବିକାଶ ପାଇଁ IOAକୁ ନେତୃତ୍ୱ ଦେବା ପାଇଁ ଏକ ଆଦର୍ଶ ପ୍ରାର୍ଥୀ କରିଥିବା ପ୍ରକାଶ କରିଛି IOA ।

Related Articles

Back to top button
WP Twitter Auto Publish Powered By : XYZScripts.com