ମନୋରଞ୍ଜନ

କଙ୍ଗନା ରାଣାୱତ୍‌ ନିଜ ଅଭିନୟ ସହିତ ନିଜର ସ୍ପଷ୍ଟବାଦୀ କଥାବାର୍ତ୍ତା ପାଇଁ ଖୁବ୍ ଜଣାଶୁଣା

କଙ୍ଗନା ରାଣାୱତ୍‌ ନିଜ ଅଭିନୟ ସହିତ ନିଜର ସ୍ପଷ୍ଟବାଦୀ କଥାବାର୍ତ୍ତା ପାଇଁ ଖୁବ୍ ଜଣାଶୁଣା। ନିକଟରେ ସୁପ୍ରିମକୋର୍ଟ ‘ବିଲକିସ୍ ବାନୋ’ ମାମଲାରେ ରାୟ ଶୁଣାଇଛନ୍ତି।

ଏବେ କଙ୍ଗନା ରାଣାୱତ୍‌ ସେହି ରାୟ ପରେ ନିଜର ଇଛା ପ୍ରକଟ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଏହି ପୂରା ପ୍ରସଂଗ ଉପରେ ସେ ସିନେମା କରିବାକୁ ଚାହାନ୍ତି। ତେବେ କଙ୍ଗନା ବିଜେପି ସରକାରଙ୍କୁ ସମର୍ଥନ କରୁଥିବାରୁ ଜିଓ ସିନେମା ତାଙ୍କ ସହ କାମ କରିବାକୁ ଚାହୁଁନାହିଁ।

Related Articles

Back to top button