ଓଡ଼ିଶା

ଏସସିବି ମେଡିକାଲ କଲେଜ ଦିନକୁ ଦିନ ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ୁଛି

ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଦିନକୁ ଦିନ ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ୁଛି । ଏହା ମଧ୍ୟରେ କଟକ ବଡ଼ ମେଡିକାଲରେ ଏକ ବିରଳ ପ୍ରତିରୋପଣ କରାଯାଇଛି । ରାଜ୍ୟରେ ପ୍ରଥମ ଥର ‘ହାପଲୋ ଅସ୍ଥିମଜ୍ଜା ପ୍ରତିରୋପ ଣ ସଫଳତା ସହିତ ସମ୍ପାଦିତ ହୋଇଛି ।

ଜଣେ ରକ୍ତ କର୍କଟ ରୋଗୀଙ୍କର ଶଣୀରରେ ହାପଲେ ପଦ୍ଧତିରେ ଏହି ପ୍ରତିରୋପଣ କରାଯାଇଛି । ତେବେ ଉଭୟ ଷ୍ଟେମ ସେଲ ଦାତା ଓ ଗ୍ରହୀତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com