ଓଡ଼ିଶା

ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ତା’ ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ପ୍ରଶାସନକୁ ପରିକ୍ରମାସ୍ଥଳୀ ଆଜି ହସ୍ତାନ୍ତର କରିବ।

ପୁରୀ ପୁଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଲ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ। ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com