ଜାତୀୟ

ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ- କଲେଜ ବନ୍ଦ ରହିବ ।

ଛତିଶଗଡ଼ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ- କଲେଜ ବନ୍ଦ ରହିବ ।

ରାଜ୍ୟ ଶିକ୍ଷାମନ୍ତ୍ରୀ ବୃଜମୋହନ ଅଗ୍ରୱାଲ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି । ତେବେ ଉଦଘାଟନୀ ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୯ ତାରିଖରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com