କ୍ରୀଡ଼ା

ଡାହାଣହାତୀ ପେସର ମହମ୍ମଦ ସିରାଜ ହାଇଦ୍ରାବାଦରେ କାୱାଲି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା

ଡାହାଣହାତୀ ପେସର ମହମ୍ମଦ ସିରାଜ ହାଇଦ୍ରାବାଦରେ କାୱାଲି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। କୱାଲି ସମାବେଶରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବା ମାତ୍ରେ ସେମାନଙ୍କ ହିରୋ ଉପରେ ଟଙ୍କା ବର୍ଷା କରିବା ଆରମ୍ଭ କରିଥିଲେ।

ସିରାଜଙ୍କ କୱାଲିର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ହସୁଥିବା ଦେଖାଯାଉଛି।

Related Articles

Back to top button