ଓଡ଼ିଶା

ଗୋଟିଏ ପରିବାରର ୫ ଜଣଙ୍କ ଭିଡିଓ ଭାଇରାଲ

ସାଇବର ଥାନାକୁ ଆସିଲା ଭିଡିଓ ଭାଇରାଲ ଅଭିଯୋଗ। ଗୋଟିଏ ପରିବାରର ୫ ଜଣଙ୍କ ଭିଡିଓ ଭାଇରାଲ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ସାଇବର ଥାନା ଓ ପରେ ସହୀଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା ।

ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ପରିବାରର ନାବାଳିକା ଠାରୁ ଆରମ୍ଭ କରି ୯୦ ବର୍ଷର ବୃଦ୍ଧାଙ୍କ ଭିଡିଓ ଭାଇରାଲ କରାଯାଇଛି । ପର୍ଣ୍ଣ ଷ୍ଟାରଙ୍କ ଦେହ ସହ ମୁହଁ ଏଡିଟ କରି ଏଭଳି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com