ଓଡ଼ିଶା

ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି ବୃଦ୍ଧି ପାଇଛି

ରାଜ୍ୟରେ ଉଚ୍ଚଶିକ୍ଷା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି ବୃଦ୍ଧି ପାଇଛି । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଇ-ମେଧାବୃତ୍ତି ସ୍କଲାର୍‌‌ସିପ୍‌‌, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ ଗୋଟିଏ ୱେବ୍‌‌ସାଇଟ୍‌‌ www.schlorship.odisha.gov.in ରେ ଆବେଦନ କରିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com