ମନୋରଞ୍ଜନ

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ହେଉଥିବା ଫିଲ୍ମ ‘ରାମାୟଣ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ହେଉଥିବା ଫିଲ୍ମ ‘ରାମାୟଣ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲଭୀ ରାମ ଏବଂ ସୀତା ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଭାରତରେ ନିର୍ମିତ ସବୁଠୁ ଦାମୀ ଫିଲ୍ମ ତାଲିକାରେ ସାମିଲ ହୋଇସାରିଛି।

ଏହି ପୌରାଣିକ ଫିଲ୍ମ ‘ରାମାୟଣ: ପାର୍ଟ ୧’ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com