ଜାତୀୟ

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରବିବାର ୮ ଦିନ ପୂରଣ ହାଇଛି

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରବିବାର ୮ ଦିନ ପୂରଣ ହାଇଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅରୁଣାଚଳ ପ୍ରଦେଶର ରାଜଗଡ-ହୋଲୋଙ୍ଗୀ ଅଞ୍ଚଳରୁ ଆରମ୍ଭ ହୋଇଥିଲା।

ଏହି ସମୟରେ ରାହୁଲ ଆସାମ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ସରକାର ନ୍ୟାୟ ଯାତ୍ରାରେ ଯୋଗଦେବାକୁ ଲୋକଙ୍କୁ ଧମକ ଦେଉଛନ୍ତି ଏବଂ ଯାତ୍ରା ମାର୍ଗରେ କାର୍ଯ୍ୟକ୍ରମ ଅନୁମତି ଦେବାକୁ ମଧ୍ୟ ମନା କରୁଛନ୍ତି।

Related Articles

Back to top button