ଅନ୍ତର୍ଜାତୀୟ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧ ମଧ୍ୟରେ ନାଟୋ ଦ୍ୱାରା ସବୁଠାରୁ ବଡ ଯୁଦ୍ଧାଭ୍ୟାସ ଆରମ୍ଭ ହେବାକୁ ଯାଉଛି।

ଶୀତଳ ଯୁଦ୍ଧ ପରେ ଏହା ସବୁଠାରୁ ବଡ ଯୁଦ୍ଧାଭ୍ୟାସ ହେବ, ଯେଉଁଥିରେ ପ୍ରାୟ ୯୦,୦୦୦ ସେନା ସାମିଲ ହେବେ। ଏହି ଅଭ୍ୟାସ ବିରୋଧରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଗ୍ରୁସ୍କୋ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ନାଟୋ ମିଳିତ ମଞ୍ଚର ଶୀତଳ ଯୁଦ୍ଧ ଯୋଜନାକୁ ପ୍ରତ୍ୟାବର୍ତ୍ତନ ହୋଇଛି।

Related Articles

Back to top button