ମନୋରଞ୍ଜନ

ବଲିଉଡ୍ କୁଇନ୍ କଙ୍ଗନା ରାନାୱତ EaseMyTripର କୋଫାଉଣ୍ଡର ନିଶାନ୍ତ ପିଟ୍ଟିଙ୍କୁ ଡେଟ୍ କରୁଛନ୍ତି

ବଲିଉଡ୍ କୁଇନ୍ କଙ୍ଗନା ରାନାୱତ EaseMyTripର କୋଫାଉଣ୍ଡର ନିଶାନ୍ତ ପିଟ୍ଟିଙ୍କୁ ଡେଟ୍ କରୁଛନ୍ତି । ଅଯୋଧ୍ୟା ରାମ ମନ୍ଦିରରୁ କଙ୍ଗନା ଓ ନିଶାନ୍ତଙ୍କ ଫଟୋ ଭାଇରାଲ ହେବା ପରେ ଏହି ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ କଙ୍‌ଗନା ସାମିଲ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ଜଣେ ପାପାରାଜି ନିଶାନ୍ତଙ୍କ ସହ କଙ୍ଗନା ପୋଜ୍ ଦେଉଥିବାର କିଛି ଫଟୋ ଇଣ୍ଟରନେଟ୍‌ରେ ସେୟାର କରିବା ପରେ ଏହି ଗୁଜବକୁ ଅଧିକ ବଳ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com