କ୍ରୀଡ଼ା

ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଟିମ ଘୋଷଣା କରିଛି

ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଟିମ ଘୋଷଣା କରିଛି। ଦଳର ଅଧିନାୟକ ଭାବେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ନିଯୁକ୍ତ କରାଯାଇଛି।

ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ ଏବଂ ଷ୍ଟିଭ ସ୍ମିଥ ଟି -୨୦ ସିରିଜର ଅଂଶ ହେବେ ନାହିଁ। କାର୍ଯ୍ୟ ଭାର ମ୍ୟାନେଜ୍‌ କରିବା ପାଇଁ ଏହି ଖେଳାଳିମାନଙ୍କୁ ବିଶ୍ରାମ ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com