ଜାତୀୟ

୧୦୦ ମିଟର୍ ଇଭେଣ୍ଟରେ ମହମ୍ମଦ ରିୟାନ ବଶା ଦ୍ରୁତତମ ସାବ୍ୟସ୍ତ ହୋଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି

ଚେନ୍ନାଇର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍‌ରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବୁଧବାର ଦୌଡ଼କୁଦ ଇଭେଣ୍ଟରୁ ୩ ସ୍ବର୍ଣ୍ଣ ସହ ୪ ପଦକ ଜିତିଛି।

ବାଳକ ୧୦୦ ମିଟର୍ ଇଭେଣ୍ଟରେ ମହମ୍ମଦ ରିୟାନ ବଶା ଦ୍ରୁତତମ ସାବ୍ୟସ୍ତ ହୋଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶେଷ ୨୦ ମିଟରରେ ତାମିଲନାଡୁର ଗୋକୁଳ ପାଣ୍ଡିଆନଙ୍କୁ ପଛରେ ପକାଇ ବଶା ୧୦.୮୧ ସେକେଣ୍ଡ୍ ସମୟ ସହିତ ପ୍ରଥମ ସ୍ଥାନରେ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com