କ୍ରୀଡ଼ା

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍‌ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ।

ବର୍ତ୍ତମାନ ମ୍ୟାଚ ଫିକ୍ସିଂ ଜାଲରେ ଧରାଯିବା କାରଣରୁ ଶୋଏବ ମଲିକ ହେଡଲାଇନକୁ ଆସିଛନ୍ତି। ବାଂଲାଦେଶ ପ୍ରିମିୟର ଲିଗ୍‌ ସମୟରେ ପାକିସ୍ତାନୀ କ୍ରିକେଟର ମ୍ୟାଚ ଫିକ୍ସିଂ କରିଥିବା ସନ୍ଦେହ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com