ଓଡ଼ିଶାକ୍ରୀଡ଼ା

ଗାଁରୁ ବାହାରି ବିଦେଶରେ ଦେଶ ଓ ରାଜ୍ୟର ନାଁ ଉଚ୍ଚ କରୁଛନ୍ତି ଓଡ଼ିଶାର କୁନି ଫୁଟବଲ୍ ତାରକା ରୂପଶ୍ରି ମୁଣ୍ଡା

ଗାଁରୁ ବାହାରି ବିଦେଶରେ ଦେଶ ଓ ରାଜ୍ୟର ନାଁ ଉଚ୍ଚ କରୁଛନ୍ତି ଓଡ଼ିଶାର କୁନି ଫୁଟବଲ୍ ତାରକା ରୂପଶ୍ରି ମୁଣ୍ଡା । ରାଷ୍ଟ୍ରୀୟ ଚାମ୍ପିଆନସିପରେ ପ୍ରତିଭା ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ତହସିଲ ହଟିଂ ଗାଁର ରୂପଶ୍ରୀ ମୁଣ୍ଡା ।

ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ରହି ନିଜ ଫୁଟବଲ ଦକ୍ଷତାକୁ କରୁଛନ୍ତି ଆହୁରି ଶାଣିତ ।ନେପାଳରେ ଆୟୋଜିତ ସାଫ୍ ଚାମ୍ପିଆନସିପ ଖେଳିବାକୁ ଯାଇଥିବା ଭାରତୀୟ ଦଳର ସଦସ୍ୟା ଥିଲେ ୧୪ ବର୍ଷିୟା ରୂପଶ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com