ଓଡ଼ିଶା

ସମଲେଶ୍ୱରୀ ମାଆ ଙ୍କ ଭବ୍ୟ ମନ୍ଦିରର ରୂପାନ୍ତରଣ କରାଯାଇଛି

ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ। ମାଆ ଙ୍କ ଭବ୍ୟ ମନ୍ଦିରର ରୂପାନ୍ତରଣ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୀଠର ଲୋକାର୍ପଣ କରିବେ।

ତେବେ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି କଳସ ଯାତ୍ରା। ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ। ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆସି ସ୍ୱତଃପ୍ରବୃତ୍ତ ଭାବେ ଏହି କଳସ ଯାତ୍ରାରେ ମହିଳାମାନେ ସାମିଲ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com