ମନୋରଞ୍ଜନ

ସନିଙ୍କର ପ୍ରଥମ କିସ୍ ଘଟଣା ବହୁତ ଖତରନାକ ଥିବା ବେଳେ ସେ ନିଜେ ହିଁ ଏହି କିସ୍ ବା ଚୁମ୍ବନର ରସହ୍ୟ ଖୋଲିଥିଲେ

ସନିଙ୍କର ପ୍ରଥମ କିସ୍ ଘଟଣା ବହୁତ ଖତରନାକ ଥିବା ବେଳେ ସେ ନିଜେ ହିଁ ଏହି କିସ୍ ବା ଚୁମ୍ବନର ରସହ୍ୟ ଖୋଲିଥିଲେ। ସନି ଅନଟୋଲ୍ଡ ଷ୍ଟୋରୀ’ର ପ୍ରମୋସନ ସମୟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ତାଙ୍କର ପ୍ରଥମ କିସର ଅନୁଭୂତି ଅତ୍ୟନ୍ତ ଖତରନାକ୍ ଥିଲା ।

କାରଣ କିସ୍ ସମୟଷର ସେ ଧରାପଡିଯାଇଥିଲେ । ସନିଙ୍କ ବାପା ହିଁ ନାଲି ହାତରେ ସେମାନଙ୍କୁ ଧରିବା ସହ ବହୁତ ଗାଳି କରିଥିଲେ । ସ୍କୁଲ ସମୟରେ ହିଁ ସନି ନିଜର ପ୍ରେମିକକୁ ପ୍ରଥମ କିସ୍ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com