କ୍ରୀଡ଼ା

ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦୀପଗ୍ରେସ୍‌ ଏକ୍କା ଅବସର କରିଛନ୍ତି

ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦୀପଗ୍ରେସ୍‌ ଏକ୍କା ଅବସର କରିଛନ୍ତି। ଭାରତୀୟ ହକି ଜଗତର ଏହି ସୁପରିଚିତ ଚେହେରା ଦୀପଗ୍ରେସ୍‌ ଏକ୍କା ଆଜି ଆନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି।

ଦୀପଗ୍ରେସ୍‌ ଅବସର ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇବା ପରେ ହକି ଇଣ୍ଡିଆ ପକ୍ଷରୁ ଏକ୍କାଙ୍କୁ ଗୈରବମୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com