ରାଜନୀତି

କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ନିଜ ଅଞ୍ଚଳରେ ପ୍ରଚାର କରି ବୁଥ୍ ସଜାଡିବା ଆରମ୍ଭ କଲେଣି

ସାଧାରଣ ନିର୍ବାଚନ ତାରିଖ ଆସିନି କି ପ୍ରାର୍ଥୀ ତାଲିକା ଘୋଷଣା ହୋଇନି । କିନ୍ତୁ ଜମିଲାଣି ପ୍ରଚାର । କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ନିଜ ଅଞ୍ଚଳରେ ପ୍ରଚାର କରି ବୁଥ୍ ସଜାଡିବା ଆରମ୍ଭ କଲେଣି ।

ରାୟଗଡା ବିଧାନସଭା ଆଶାୟୀ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମି କାଡ୍ରାକା ଓ କୋରାପୁଟ ଲୋକସଭା ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା ମିଶି ପ୍ରଚାର ଚଳାଇଛନ୍ତି । ଏଆଇସିସିର ନିର୍ଦ୍ଧେଶରେ ପ୍ରଚାର କରାଯାଉଥିବା କହିଛନ୍ତି ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା ।

Related Articles

Back to top button
WP Twitter Auto Publish Powered By : XYZScripts.com