ଜାତୀୟ

ଆସନ୍ତା ସପ୍ତାହରେ ଦେଶର ଲାଗୁ ହେବ ସିଏଏ

ଆସନ୍ତା ସପ୍ତାହରେ ଦେଶର ଲାଗୁ ହେବ ସିଏଏ । କିଛି ଏଭଳି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ପଶ୍ଚିମବଙ୍ଗର ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଶାନ୍ତନୁ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପୂରା ଭାରତରେ ସିଏଏ ଲାଗୁ ହେବ ।

ପୂର୍ବରୁ ସିଏଏକୁ ସଂସଦରେ ଅନୁମୋଦନ ମିଳି ସାରିଛି । ସିଏଏର ଉଦ୍ଦେଶ୍ୟ ହେଉଛି ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ସମେତ ୩ ପଡୋଶୀ ଦେଶର ୬ ସମୁଦାୟର ଲୋକଙ୍କୁ ଫାଷ୍ଟଟ୍ରାକ ଯୋଗେ ନାଗରିକତା ପ୍ରଦାନ କରିବା ।

Related Articles

Back to top button
WP Twitter Auto Publish Powered By : XYZScripts.com