ଅନ୍ତର୍ଜାତୀୟ

୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି

୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି।

ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି। ନିବେଶକମାନେ ନିରାଶ ହେବାରେ ଲାଗିଛନ୍ତି। ଏଭଳି ଧାରା ଜାରି ରହିଲେ ତେବେ ଚାଇନାର ୬ ଟ୍ରିଲିୟନ ଡଲାରର ଷ୍ଟକ ମାର୍କେଟ କେଉଁଠାରେ ହଠାତ ବନ୍ଦ ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com