ଜାତୀୟ

କୁଆଡେ ଗଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

କୁଆଡେ ଗଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ସହ ଅର୍ଥ ହେରଫେର ମାମଲାରେ ତାଙ୍କୁ ପଚାରାଉଚୁରା କରିବାକୁ ସକାଳୁ ଉଭୟ ଉଡି ଅଧିକାରୀ ଓ ଦିଲ୍ଲୀ ପୋଲିସ ଜଗି ବସିଥିବାବେଳେ ସୋରେନ କିନ୍ତୁ ତାଙ୍କ ବାସଭବନରେ ନଥିବା ଜଣାପଡିଛି ।

ଫଳରେ ତାଙ୍କର ଲୋକେସନ୍ ଟ୍ରେସ୍ କରାଯାଉଥିବା ଜଣାପଡିଛି । ଅନ୍ୟପଟେ ରାଞ୍ଚିରେ ମେଳି ବାନ୍ଧିବାରେ ଲାଗିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ତଥା ସମର୍ଥକ ।

Related Articles

Back to top button
WP Twitter Auto Publish Powered By : XYZScripts.com