ଜାତୀୟ

ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ସମସ୍ତଙ୍କ ଆଖି

ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ସମସ୍ତଙ୍କ ଆଖି । ଏହି କ୍ରମରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜନୈତକ ପାଣିପାଗରେ ପୁଣି ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

ଯେଉଁ ବିରୋଧୀ ସାଂସଦମାନଙ୍କୁ ନିଲମ୍ବନ କରାଯାଇଥିଲା ଅଧିବେଶନ ପୂର୍ବରୁ ସେମାନଙ୍କୁ ପୁଣି ପ୍ରତ୍ୟାହାର କରି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ବିଷୟରେ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com