ଓଡ଼ିଶା

ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ

ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ । ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com