ଓଡ଼ିଶା

କୃଷ୍ଠରୋଗୀଙ୍କୁ ନୂଆ ବର୍ଷରେ ଖୁସିର ଚାବିକାଠି ଧରାଇଲେ ମୁଖ୍ୟମନ୍ତ୍ରୀ

କୃଷ୍ଠରୋଗୀଙ୍କୁ ନୂଆ ବର୍ଷରେ ଖୁସିର ଚାବିକାଠି ଧରାଇଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରେ ପଳାସପଲ୍ଲୀରେ ଲିଙ୍ଗରାଜ କୃଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସ ଗୃହ ନିର୍ମାଣ ହୋଇଛି।

ବିଏମସିର ୱାର୍ଡ ୫୩ ନମ୍ବର ଓ୍ବାର୍ଡ ଲେପର୍ସୀ କୋଲନୀରେ ରହୁଥିବା ୩୧ ପରିବାରଙ୍କୁ ମିଳିବ ପକ୍କା ଘର । ଏଥିପାଇଁ ୨ କୋଟି ୫ ଲକ୍ଷ ବ୍ୟୟ ଅଟକଳରେ ତିଆରି ହୋଇଛି ୩୧ଟି ରୁମ୍ । ଗୋଟିଏ ଘରର ମୂଲ୍ଯ ରହିଛି ୬ ଲକ୍ଷ ୪୦ ହଜାର ଟଙ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com