ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନାଁ ଡ. ରଜନୀ ରଂଜନ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନାଁ ଡ. ରଜନୀ ରଂଜନ। ପେସାରେ ଅଧ୍ୟାପନା, ହେଲେ ନିଶାରେ ମୁଖ୍ୟତଃ ସେ ଲେଖକ। ନିକଟରେ ସେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

୧୦୦ଟି ଫିଲ୍ମରେ ସଂଳାପ ଲେଖି ସେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସଂଳାପକାର ଭାବେ ତାଙ୍କର ୧୦୦ତମ ଫିଲ୍ମ ହେଉଛି ‘ରାଣ୍ଡିପୁଅ ଅନନ୍ତା’, ଯାହାର ସ୍କ୍ରିପ୍ଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତା’ପରେ ମଧ୍ୟ ଆହୁରି ୩ଟି ଫିଲ୍ମର କାମ ସେ ଆରମ୍ଭ କରି ସାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com