ଜାତୀୟ

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । JMM ବିଧାୟକଙ୍କ ସମର୍ଥନ ପରେ ଚମ୍ପଇ ସୋରେନ୍ ହେବେ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର ।

ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ ।ଚମ୍ପଇ ସୋରେନ୍ ଆଜି ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଝାଡ଼ଖଣ୍ଡ ସରକାରରେ ଏବେ ପରିବହନ ମନ୍ତ୍ରୀ ଅଛନ୍ତି ଚମ୍ପଇ ସୋରେନ୍। ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ୱ କରୁଛନ୍ତି ଚମ୍ପଇ ।

Related Articles

Back to top button
WP Twitter Auto Publish Powered By : XYZScripts.com