ମନୋରଞ୍ଜନ

ଲୋକପ୍ରିୟ ଧାରାବାହିକ ରାମାୟଣ କୁ ପୁଣିଥରେ ଦର୍ଶକ ଛୋଟପରଦାରେ ଦେଖିବାକୁ ପାଇବେ

ଲୋକପ୍ରିୟ ଧାରାବାହିକ ରାମାୟଣ କୁ ପୁଣିଥରେ ଦର୍ଶକ ଛୋଟପରଦାରେ ଦେଖିବାକୁ ପାଇବେ। ଏହାର ପ୍ରସାରଣ ଦୁରଦର୍ଶନର ନାସନାଲ ଚାନେଲରେ ହେବ। କିନ୍ତୁ ଏହା କେବେ ପ୍ରସାରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ଏହାପୂର୍ବରୁ କରୋନା ସମୟରେ ବି ‘ରାମାୟଣ’କୁ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା।ଦୂରଦର୍ଶନ ନାସନାଲ ନିଜର ଅଧିକାରିକ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି।

Related Articles

Back to top button