ଅନ୍ୟାନ୍ୟ

ହ୍ୱାଟସ୍ ଆପ୍ ରେ ଆସିଲା ନୂଆ ଫିଚର

ହ୍ୱାଟସ୍ ଆପ୍ ରେ ଆସିଲା ନୂଆ ଫିଚର । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।

ତେବେ ଏହି ଫିଚରଟି କେବଳ ହ୍ୱାଟସଆପ ୱେବ ପାଇଁ ପ୍ରଯୁଜ୍ୟ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଜଣା ପଡ଼ିଛି ।ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଖୁବ୍ ଶୀଘ୍ର ଆପର ୱେବ୍ ଭର୍ସନରେ ଏହି ଚାଟ୍ ଲକ୍ ଆରମ୍ଭ ହେବ । ଚାଟ୍ ଲକ୍ ର ଆଇକନଟି ଆପର ସାଇଡ ବାରରେ ପ୍ରଦର୍ଶିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com