ଅନ୍ୟାନ୍ୟ

୨୦୨୩ ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଛି ଦ କାଶ୍ମୀର ଫାଇଲ୍ସ ଫିଲ୍ମ

  ଭୁବନେଶ୍ୱର, ୧୦/୦୧/୨୦୨୩ –   ୨୦୨୨ର ସବୁଠୁ ଚର୍ଚ୍ଚିତ ବଲିଉଡ ଫିଲ୍ମ ସାଜିଥିବା ‘ଦ କାଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇଛି । ଏନେଇ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି । ଭାରତରୁ ସର୍ଟଲିଷ୍ଟ ହୋଇଥିବା ୫ ଫିଲ୍ମ ମଧ୍ୟରେ ଦ କାଶ୍ମୀର ଫାଇଲ୍ସ ରହିଛି ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମ ସହ ଜଡିତ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ଦ କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ପଲ୍ଲବୀ ଯୋଶୀ ଓ ଦର୍ଶନ କୁମାରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ସର୍ଟଲିଷ୍ଟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com