ଅନ୍ୟାନ୍ୟ

ମହିଳାଙ୍କ ପାଟିରେ ୩୮ ଦାନ୍ତ

ଜଣେ ମହିଳାଙ୍କର ପାଟିରେ ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ ଅଛି। ଏଥିପାଇଁ କଳ୍ପନା ଗିନିଜ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

ଗିନିଜ ଓ୍ବାଲର୍‌ଡ ରେକଡର୍ର୍ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢିରେ ୪ ଓ ଉପର ମାଢିରେ ୨ଟି ଅତିରିକ୍ତ ଦାନ୍ତ ରହିଛି। କୈଶୋରବସ୍ଥାରେ ଧୀରେ ଧୀରେ ଅତିରିିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com