ମନୋରଞ୍ଜନ

ରାଜନୀତିରେ ପାଦ ଥାପିଲେ ପ୍ରଖ୍ୟାତ ତାମିଲ ଅଭିନେତା ଥାଲାପତି ବିଜୟ

ରାଜନୀତିରେ ପାଦ ଥାପିଲେ ପ୍ରଖ୍ୟାତ ତାମିଲ ଅଭିନେତା ଥାଲାପତି ବିଜୟ । ଅଭିନୟ ଜଗତରୁ ରାଜନୀତି ମୈଦାନରେ ଏଣ୍ଟ୍ରି କରିଛନ୍ତି ଥାଲାପତି ବିଜୟ । ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି।

ରାଜନୈତିକ ଦଳ ‘ତମିଝଗା ଭେତ୍ରି କଞ୍ଜଗମ’ ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି। ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ।

Related Articles

Back to top button