ମନୋରଞ୍ଜନ

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ ‘ହିରାମଣ୍ଡି: ଦ ଡାଏମଣ୍ଡ୍‌ ବଜାର’ ର ପ୍ରଥମ ଲୁକ୍ ଜାରି ହୋଇଛି।

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ ‘ହିରାମଣ୍ଡି: ଦ ଡାଏମଣ୍ଡ୍‌ ବଜାର’ ର ପ୍ରଥମ ଲୁକ୍ ଜାରି ହୋଇଛି।

‘ହୀରାମଣ୍ଡି’ରେ ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍‌ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।ଏହି ସିରିଜର୍‌ ପ୍ରଥମ ଲୁକ୍‌ ସେତିକି ଦମଦାର, ଆକର୍ଷଣୀୟ ଓ ନାଟକୀୟ ହୋଇଛି ଯେମିତି ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଠାରୁ ଆଶା କରାଯାଉଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com