ମନୋରଞ୍ଜନ
ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା
ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡଙ୍କ ନୂପୁର ଶିଖରଙ୍କ ସହ ୧୦ ଜାନୁଆରୀରେ ଉଦୟପୁରରେ ବିବାହ କରିଥିଲେ ।
ଏହା ପୂର୍ବରୁ ୩ ଜାନୁଆରୀ ଦିନ ଏମାନେ ରେଜିଷ୍ଟର ମ୍ୟାରେଜ କରିଥିଲେ । ବିବାହ ପରେ ଏବେ କପଲ ହନିମୁନ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ।