ମନୋରଞ୍ଜନ

ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା

ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡଙ୍କ ନୂପୁର ଶିଖରଙ୍କ ସହ ୧୦ ଜାନୁଆରୀରେ ଉଦୟପୁରରେ ବିବାହ କରିଥିଲେ ।

ଏହା ପୂର୍ବରୁ ୩ ଜାନୁଆରୀ ଦିନ ଏମାନେ ରେଜିଷ୍ଟର ମ୍ୟାରେଜ କରିଥିଲେ । ବିବାହ ପରେ ଏବେ କପଲ ହନିମୁନ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com